Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Priyaranjan Mohapatra

Others

2  

Priyaranjan Mohapatra

Others

ଅଭୟ ବର

ଅଭୟ ବର

1 min
71


ବାପା ତୁମେ ଭାଗବତର କୁନି କୁନି ଧାଡ଼ି ପରି ସଫା

ବୋଉ ତୁ ଦାଣ୍ଡ ଦୁଆରୁ ଲକ୍ଷ୍ମୀ ପାଦର ଅନୁଭୂତି ଆଣି ଦେଉ । 

ଜାଣେ ନାହିଁ ମୁଁ ଏକ ସାର୍ଥକ ସ୍ୱପ୍ନ

ତୁମ ଦୁହିଁଙ୍କର କିନା ହେଲେ ଏହା ସତ୍ୟଯେ 

ତୁମେ ଦୁହେଁ ଏକ ହୋଇ ଅର୍ଦ୍ଧନାରୀଶ୍ଵର

ମୁଁ ତୁମ ପାଦେ ଖୋଜେ  

ସ୍ନେହ ପ୍ରେମ ଓ ଭଲପାଇବାର ଅଭୟବର



Rate this content
Log in