Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Apalata Aruk

Others

4  

Apalata Aruk

Others

ସମ୍ପର୍କର ସେତୁ

ସମ୍ପର୍କର ସେତୁ

1 min
371



ଆପଣା ଭିତରେ ଆତ୍ମୀୟତା ଥିଲେ

 କୁଡିଆ ବି ଲାଗେ ରାଜଉଆସ,

ଆପଣାପଣର ଭାବ ହଜିଗଲେ

 ରାଜଉଆସ ବି କାରାନିବାସ ।

ଥିଲେ ଅନୁରାଗ ଶରଧା ସୋହାଗ

 ସମ୍ପର୍କର ସେତୁ ହୁଏ ସୁଦୃଢ,

ଲାଗେ ମଧୁମୟ ଏ ସାରା ସଂସାର

 ଆତ୍ମୀୟତା ଭାବ ହେଲେ ନିବିଡ ।।


Rate this content
Log in