Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Apalata Aruk

Others

3  

Apalata Aruk

Others

ସେଇ ପାଦ ତଳେ ମୋର କୋଟି ପ୍ରଣିପାତ

ସେଇ ପାଦ ତଳେ ମୋର କୋଟି ପ୍ରଣିପାତ

1 min
111



ଯେଉଁ ପାଦ କୃଷ୍ଣ ହସ୍ତେ

ଅଳତାରଞ୍ଜିତ,

ଯେଉଁ ପାଦ ଧୂଳିରେ ସେ

ହେଲେ ବ୍ୟାଧିମୁକ୍ତ ।

ଯେଉଁ ପାଦ ଦର୍ଶନକୁ

ବ୍ଯାକୁଳ ଭକତ,

ସେଇ ପାଦ ତଳେ ମୋର

କୋଟି ପ୍ରଣିପାତ ।


Rate this content
Log in