ମୋ ଦେଶ ମହାନ
ମୋ ଦେଶ ମହାନ
1 min
5
ଯଦି କେହି ପଚାରିବ
ମୋ ପରିଚୟ,
ସଗର୍ବେ ଉତ୍ତର ଦେବି
ମୁଁ ଭାରତୀୟ ।
ଚିର ଗଉରବମୟ
ମୋ ଦେଶ ମହାନ,
ରଖିବି ଅକ୍ଷୂର୍ଣ୍ଣ ସଦା
ତାହାର ସମ୍ମାନ ।