Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Apalata Aruk

Others

3  

Apalata Aruk

Others

ଚତୁର୍ଦ୍ଦିଗ ଦିଶେ ଆଜି ମୋତେ ରାମମୟ

ଚତୁର୍ଦ୍ଦିଗ ଦିଶେ ଆଜି ମୋତେ ରାମମୟ

1 min
8



ଶ୍ରମଣା ମୁଁ କରେ ତବ ଆତୁର ପ୍ରତୀକ୍ଷା,

କରିଅଛ ପ୍ରଭୁ କେତେ ମୋ ଧୈର୍ଯ୍ୟ ପରୀକ୍ଷା।

ଫୁଲରେ ସଜାଏ ନିତି କୁଟୀର, ସରଣୀ,

ତବ ପ୍ରତୀକ୍ଷାରେ ବିତେ ଦିବସ ରଜନୀ।

ପଡିଛି କୁଟୀରେ ଆଜି ତବ ପାଦ ଧୂଳି,

ଚାଖି ଚାଖି ଖୁଆଇବି ମିଠା ମିଠା କୋଳି।

ସ୍ନିଗ୍ଧ ଅନୁରାଗେ ମୋର ପ୍ଳାବିତ ହୃଦୟ,

ଚତୁର୍ଦ୍ଦିଗ ଦିଶେ ଆଜି ମୋତେ ରାମମୟ ।



Rate this content
Log in