STORYMIRROR

DILIP KUMAR SAHOO

Others

4  

DILIP KUMAR SAHOO

Others

ଶତ ଶତ ପ୍ରଣିପାତ

ଶତ ଶତ ପ୍ରଣିପାତ

1 min
227

ଶତରୂପା ସତ୍ତା ସତ୍ୟା ଶୌମ୍ୟା ଶ୍ୟାମଳା

ସର୍ବମନ୍ତ୍ରମୟୀ ଶ୍ୟାମା ସର୍ବମଙ୍ଗଳା

ସତ୍ୟାନନ୍ଦସ୍ୱରୂପିଣୀ ଶାନ୍ତା ଶୁଶିଳା

ସୁବାସିନୀ ସୁହାସିନୀ ସ୍ଥୁଳା ଶୀତଳା

ଶତଶତ ପ୍ରଣିପାତ ପୂଣ୍ୟ ଶଲିଳା ।।


ମହାଦେବୀ ମହାବିଦ୍ୟା ବିଦ୍ୟା ଦାୟିନୀ

ସାରଦା ବରଦାଲକ୍ଷ୍ମୀ ସି°ହବାହିନୀ

ଯୋଗମାୟା ଯୋଗୀଜାୟା ଯୁଗ ପାଳିନୀ

ମେଘମାଳା ଗିରିବାଳା ଶୂନ୍ୟ ବାସିନୀ

କପାଳିନୀ କାତ୍ତ୍ୟାୟନୀ କାମ୍ୟା କମଳା

ଶତଶତ ପ୍ରଣିପାତ ପୂଣ୍ୟ ଶଲିଳା ।।


ନରମୁଣ୍ଡ ମାଳିନୀଗୋ ଚଣ୍ଡୀ ଚଣ୍ଡୀକା

ମାହେଶ୍ବରୀ ମହାମାୟା ରକ୍ତଦନ୍ତିକା

ସୁକେଶି ସୁମତି ସତି କାଳି କାଳିକା

ମୁକ୍ତକେଶି ପୂର୍ଣଶଶି ଅମ୍ବା ଅମ୍ବିକା

ସ୍ମିତହାସ୍ୟା ସରସ୍ୱତୀ ପୂଣ୍ୟା ପିଙ୍ଗଳା

ଶତଶତ ପ୍ରଣିପାତ ପୂଣ୍ୟ ଶଲିଳା ।।



Rate this content
Log in