ଶକ୍ତି ରୂପିଣୀ
ଶକ୍ତି ରୂପିଣୀ
1 min
107
ଶକ୍ତି ରୂପିଣୀ ମାତୃ ରୂପିଣୀ
ତୁହିଁ ମାଁ ସିଂହ ବାହିନୀ,
ମମତା ମୟୀ ସ୍ନେହ ମୟୀଗୋ
ମହିଷା ସୂର ମର୍ଦ୍ଦିନୀ ।
ବିଦ୍ୟା ରୂପିଣୀ ଗ୍ୟାଁନ ରୂପିଣୀ
ଭବାନୀ ମାଆଁ ରୂଦ୍ରାଣୀ
ଦୁଷ୍ଟ ନାଶିନୀ ସନ୍ଥ ପାଲେନୀ
ଅଭୟ ବର ଦାୟିନୀ ।
ରୂପ ମୋହିନୀ ବାକଂ ଚାହାଁଣି
ଖଣ୍ଡା ଖର୍ପର ଧାରିଣୀ,
ସିନ୍ଦୁର ବର୍ଣି ରକ୍ତ ରଞ୍ଜନୀ
କାଳି ମାଁ ମୁଣ୍ଡ ମାଳିନୀ ।
ଚୌଶଠି ଯୁଗ୍ନୀ ମାଁ କାତ୍ୟାୟନୀ
ତ୍ରୀଶୂଳ ଅସ୍ତ୍ର ଧାରିଣୀ
ଦୁଷ୍ଟ ଦଲିଣୀ କଷ୍ଟ ତାରେଣୀ
ଶକଂଟ ତୁତ ହାରିଣୀ ।
