ମା ହାତ ରନ୍ଧା
ମା ହାତ ରନ୍ଧା
1 min
181
ମାଁ,ଙ୍କ ହାତ ରନ୍ଧା
ସ୍ନେହଁ ପ୍ରେମ ବନ୍ଧା
ଅମୃତ ଠାରୁ ଭାରି ମିଠା,
ସେଥି ପାଇଁ ସଦା
ନୂରଇ ଯା ଏ ଦା
ଖାଏଁ ବସେ ମୁଠା ମୁଠା,
ମାଁ,ଙ୍କ ହାତ ରନ୍ଧା---=(1)
ମିଠା ମିଠା କଥା
କହୁ ଥାନ୍ତି ମାତା
ସମସ୍ତଙ୍କ ଭଲ ପାଇଁ ସଦା
ଖାଦ୍ୟ ଜାଞ୍ଚୁ ଥାନ୍ତି
ସ୍ନେହଁ ପ୍ରେମେ ଅତି
ଆଉ ଟିକେ ଖାଁ ବୋଲି ଯାଦା
ମାଁଙ୍କ ହାତ ରନ୍ଧା---=(2)
ପିଲା ଛୁଆଁ ପ୍ରତି
ଧ୍ୟାନ ଦେଇ ନିତି
ବ୍ୟଞ୍ଜନ ଭଲିକି ଭଲି
ଭିଟାମିନ୍ ପ୍ରତି
ଦୃଷ୍ଟି ଦେଇ ନିତି
ରାନ୍ଧୁ ଥାନ୍ତି ଦିନ ରାତି
ମାଁଙ୍କ ହାତ ରନ୍ଧା-----=(3)
ଘର ପରି ବାର
ସର୍ଗଠୁ ସୁନ୍ଦର
ଚାହୁଁ ଥାନ୍ତି ସବୁରି ମାଁ
ପିଲାର୍ ଉନ୍ନତି,
ଚାହୁଁ ଥାନ୍ତି ନିତି
ପିଲା ଅର୍ଜୁଲେ ଭଲ ନାଁ
ମାଁଙ୍କ ହାତ ରନ୍ଧା----=(4)
