STORYMIRROR

Hiradhar Gahir

Others

3  

Hiradhar Gahir

Others

ମନର୍ କଥା

ମନର୍ କଥା

1 min
165


ଆଏ ଦେଖି କରି ବଏ କର ଭାଇ

   ଭାବ ମୂର୍ତ୍ତି ରଖ୍ ଆଚ୍ଛା,

ବିନ୍ ହିସାବେ ଯଦି ଖର୍ଚ୍ଚା କରି ବସ୍ବୁ

   ସବୁ ହେଇ ଯିବା ପର୍ଚ୍ଛା ।

          

ଛୋଟ୍ ବଡ୍ କାମ୍ ଯାହା ବି ହେଉ,

    କର୍ମ ହିଁ ତ ଭଗବାନ୍,

ଚୋର୍ ଚୁଁଠା ନୈ ହ ପରିଶ୍ରମ କର୍

   ଆଫେ ମିଲ୍ ବା ସମ୍ମାନ୍ ।

          

ନିଶା ବେଶ୍ୟା ଜୁଆ ବଢେଟେ ଅଡୁଆ

    ଇନୁ ରହେବୁ ଦୁରିଆ

ଭାଂଗ୍ ଗୁଟ୍କା ବିଡି ଛୋଟ୍ ନୈ ଭାବ୍ ବୁ 

   ଟୁଁଣ୍ କେ କରେଁ ଗନ୍ଧିଆ ।

          



Rate this content
Log in