STORYMIRROR

Hiradhar Gahir

Others

3  

Hiradhar Gahir

Others

ରୋମାଞ୍ଚକର ଅନୁଭୂତି

ରୋମାଞ୍ଚକର ଅନୁଭୂତି

1 min
123

  ସାଥି ରେ----ସାଥି ରେ

   ଗଲା ରାତିରେ 

ସ୍ୱପ୍ନରେ ମୁଁ ପଡି ଜୋର୍ସେ ଦେଲି ରଡି

 ତୁମ ନାମ ଧରି ସ୍ମୃତିରେ

  ସାଥିରେ- ---ସାଥିରେ

   ଗଲା ରାତିରେ


ପଛ ପଟୁ ଆସି ଦେଲ ଆଖି ଛାପି

ଗାଲେ ଚୁମ୍ବି ଦେଲ ଆସି ଛୁପି ଛୁପି

ଚମକି ପଡି ଉଠିଲି ଘେଁକି ଧଡକି ଛାତିରେ

   ସାଥିରେ ସାଥିରେ

   ଗଲା ରାତିରେ


ସ୍ୱପ୍ନରେ ଆସୁଛ ପାଖେ ମୋ ବସୁଛ  

ମିଠା ମିଠା କଥା ଗୁଡାଏ କହୁଛ 

ମିଛକୁ ମୁଁ ସତ ଭାବି କରେ ପ୍ରୀତିରେ

  ସାଥିରେ ସାଥିରେ

   ଗଲା ରାତିରେ 


ଆଖିରେ ଆଖିରେ ମଝିରେ ମଝିରେ

ତୁମ ଛବି ଆସି ମୁହଁରେ ମୋ ଝୁଲେ

ଶୋଇ ପାରୁନାହିଁ ଜମା ମୁଁ ରାତିରେ

   ସାଥିରେ ସାଥିରେ 

   ଗଲା ରାତିରେ



Rate this content
Log in