STORYMIRROR

Hiradhar Gahir

Others

4  

Hiradhar Gahir

Others

ବର୍ଷା ରାନୀ

ବର୍ଷା ରାନୀ

1 min
354

ଦୁଲୁ ଦୁଲୁ ଦୁଲୁ ଦୁଲ୍ କେଇ ଦେଲା

     କୂଳାର୍ ମୁହେଁ ବର୍ଷି ଦେଲା,

ପାନୀ ରେ ସଜନୀ,ପାନୀରେ ସଜନୀ,

ଦେଖ୍ ହୁଲା ହୁଲି ଦେଉଛେ ବେଗୁଂଲି ନନୀ,(2ଥର) ରାନୀ ରେ 

ଦେଖ୍ ହୁଲା ହୁଲି---------

ତାନାରେ----- ତାନା,ତାନା,ତାନା ହୋ-------

        ଘୋଷା

ମୁଇଁ ଫାନ୍ଦୁ ଥିମି ହଲ,ତୁଇଁ ଆନବୁ, ପଖାଲରେ,

ହେଇ ଗଲେ ଥିର୍ ପିଆ ବେଲ, ମୋର୍ ସଜନୀ ରେ,ହେଇ ଗଲେ ଥିର୍ ପିଆ ବେଲ,

ଆଏର୍ ମୁଁଡେ ବସି ବାସି ଖାଏମା(2ଥର) - ନୁନ୍ ମିର୍ଚା ସାନି ରେ ସଜନୀ,

ଦେଖ୍ ହୁଲା ହୁଲି ଦେଉଛେ ବେଗିଂଲି ରାନୀ,

      ଏକ ପଦ

ମୁଁଡେ ମାରିଥିମି ପାଗେଡି,ହାତେ ଥିବା କେନ୍ଦୁବାଡିରେ,

ହଲିଆ ଗୀତ୍ ଗାଉଥିମି ରଡି ରଡି,ମୋର୍ ସଜନୀରେ,ହଲିଆ ଗିତ୍ ଗୌଥିମି ରଡି ରଡି,

ହୁର୍ ହୁରିଆ ଧୂକା ପବନେ(2ଥର)

ଉଡ୍ ବା, ପନତ୍ କାନି ରେ ସଜନୀ,

ଦେଖ୍ ହୁଲା ହୁଲି ଦେଉଛେ ବେଗୁଂଲି ରାନୀ,ରେ ସଜନୀ,

ଦେଖ୍ ହୁଲା ହୁଲି ଦେଉଛେ ବେଗୁଂଲି ନାନୀ,

  


Rate this content
Log in