ମାଲେଶ୍ରୀ ସୈଲି ଅଲ୍ଗାଅଲ୍ଗା ନାମେ
ମାଲେଶ୍ରୀ ସୈଲି ଅଲ୍ଗାଅଲ୍ଗା ନାମେ
ଭିନ୍ ଭିନ୍ ଜାନେ ମାଁଗୋ ଅଲ୍ଗା,ଅଲ୍ଗା ନାମେ
ପୂଜା ପାଉଛ ଜନନୀ ମାଁଗୋ
ତୋର୍ ପାଦେ କରେ ଦୟିନି
ଶକଂଟ ତାରିଣୀ,ବିପଦ ନାଶୀନୀ,
ଅଭୟ ବର ଦାଇନୀ ମାଁଗୋ
ତୋର୍ ପାଦେ କରେଁ ଦୟିନୀ
ତୁହିଁ ମାଁଗୋ ଦୁର୍ଗା,ଦେବୀ ଦଶ ଭୂଜା
ତୁହିଁ ମାଁ ସିଂହ ବାହିନୀ,ମାଁଗୋ
ତୋର୍ ପାଦେ କରେଁ ଦୟିନୀ,
(ଘୋଷା)
କଟକରେ ମାଁଗୋ କଟକ୍ ଚଁଣି ହେଲୁ
ଝକଂଟେ ନାମ ଶାରଲା,
କାକଟ ପୁରରେ ମଗଂଲା ରୂପରେ
କରୁ ଅଛୁ ଖେଳା ନିଲା,
ଜାଜପୂରେ ତୁହିଁ ମାଁ ବିରଜା ରୂପେ ରହିଁ
ପୂଜା ପାଉଛୁ ଜନନୀ--ମାଁଗୋ
ତୋର୍ ପାଦେ କରେ ଦାୟିନୀ
ସମଲ୍ ପୂରେ ମାଁ ଗୋ ସମଲେଇ ତୁହିଁ
ଟିଟିଲାଗଡେ ଘଁଣ୍ଟା ଶ୍ୱନୀ
ବଲାଙ୍ଗୀରେ ଯେ ରଁମାଇଁ ଦେବୀହେଇ
ପୂଜା ପାଉଛୁ ଜନନୀ,
ପାଟଣା ଗଡେ ମାଁଗୋ ପାଟ୍ଣେଶ୍ୱରୀ ନା ମେ,
ମାଣିକେଶ୍ୱରୀ କଲାହାଁଣି
ମାଁଗୋ
ତର୍ ପାଦେ କରେ ଦୟିନୀ।
