STORYMIRROR

ଵଳରାମ ତରାଈ

Others

2  

ଵଳରାମ ତରାଈ

Others

ଶିବ ଶକ୍ତି

ଶିବ ଶକ୍ତି

1 min
343




ହେ ଶିବ ଶଙ୍କର ହେ ବାଲୁଙ୍କେଶ୍ବର

ବସିଅଛ ହାଟବରଡି ଗ୍ରାମର ବାଲି ଉପରେ

ନମଃ ତୁମେ ଭୋଳାଶଙ୍କର

ଦାଣ୍ଡେ ବିଜେକର ବାର ଭକତ ଧରି

ଉନବିଂଶ ଦିନ ନାଚ ହୁଏ ତୁମର

ଦଣ୍ଡଯାତ୍ରା ସତ୍ୟ ହିଁ ତୁମର

ମାଘ ମାସରେ ରୁଦ୍ର ଯଜ୍ଞ ତୁମର

ଦୋକାନ ବଜାର ଗଳି ହାଟବରଡିରେ ସାତ ଦିନ ବହୁ ସୁନ୍ଦର

ହେ ବାଲୁଙ୍କେଶ୍ବର ହାଟବରଡି ଗ୍ରାମକୁ କେଡେ କେଡେ ବିପଦରୁ ରକ୍ଷା କର

ଗୁହାରି ପଡିଲେ ଭକ୍ତ ତୁମର

ଏକୋଇଶି ଦିନେ ଦିଅ ଅମ୍ବୃତ ବର

ଭକତ ଇଛା ତୁମେ ପୂରଣ କର

ମାତା ପାର୍ବତୀଙ୍କୁ ଧରି ବସିଛ ଦେଉଳ ପର

ମା ବି ପାର୍ବତୀ ସହି ନ ପାରନ୍ତି ଦୁଃଖ କାହାର

ବଳରାମ କହେ କି ଲେଖିବି ମୁଁ ମୃଖ ଲେଖା ଜାଣିନାହିଁ

ମୋ କଣ୍ଠରେ ବିଜେ କର

ପଦ ପଦ ଦିଅ କହି ହେ ବାଲୁଙ୍କେଶ୍ବର

ମୋ କଣ୍ଠରେ ଆଗକୁ ବାଟ ଦିଅ ବତାଇ

ବଳରାମ ଲେଖିବ ଗୁଣ ମହିମା ତୁମର

ଯାହା ଲେଖିଲେ ଲେଖା ସରେ ନାହିଁ

ଲେଖା ଲେଖିବାକୁ କଲମ କାଗଜ ମୋ ପାଶେ ନାହିଁ

ଏଡେ ଆଭାଗା ମୁଁ ଦୁଃଖ ସରିବ ନାହିଁ

ମୋ ପାଇଁ ତୁମେ କି ଗଲ ନିଷ୍ଠୁର ହୋଇ,

ମୋ ଦୁଃଖ କିବା ନାଥ ଶୁଣିବେ ନାହିଁ ।


ବଳରାମ ତରାଇ

ଖୋର୍ଦ୍ଧା

9937014646


Rate this content
Log in