STORYMIRROR

Pabitra Das

Others

3  

Pabitra Das

Others

ଶାରଦ ଅପରାହ୍ନ

ଶାରଦ ଅପରାହ୍ନ

1 min
143

ଶାରଦର ଅପରାହ୍ନ

ଆକାଶ ବି ମେଘାଚ୍ଛନ୍ନ

ଚାରିଆଡେ ଶୂନ୍ ଶାନ଼,

ତମାମ ସହରରେ ବିରାଜୁଛି

ଅହେତୁକ ନୀରବତା ।

ଦେବୀଙ୍କ ବିସର୍ଜନରେ

ହୃଦୟରେ ଵେପଥୁର ଭାବ

ଥୁଣ୍ଟା ଗଛ ପରି ବିତିବ ଜୀବନ

ଏଇ ମାତ୍ର ଅବଶୋଷ

ଶାରଦ ଲଗ୍ନର ।


Rate this content
Log in