STORYMIRROR

ଵଳରାମ ତରାଈ

Others

3  

ଵଳରାମ ତରାଈ

Others

ସାଇବାବା

ସାଇବାବା

1 min
287


ହେ ସାଇଁନାଥ ଦୟାର ଠାକୁର

ଦେଖ କରୁଣାକର

ସାଇଁ ତୁମ ନାମ ଅନନ୍ତ

କି ବର୍ଣ୍ଣନା କରିବି ମୁଁ ମୋ ମୁହଁରେ

ବାଣୀ ଆସୁନାହିଁ

ସତରେ ହେଲକି ନିଷ୍ଠୁର

ଶୁଣିଥିଲି ମୁଁ ଶିରିଡି ଧାମକୁ ବହୁତ

ଭକତ ଯାଆନ୍ତି ଧାଇଁ

ତମ ଶକ୍ତି ପିଠରେ କି ଶକ୍ତି ଅଛି

ତମ ସମାଧି ଏବେ ବି କଥା କହୁଛି

ସତେ ଯେମିତି ତମ ନିମ୍ବ ପତ୍ରରୁ

ମହୁଝରୁଛି

ସେ ଆଶା ନେଇ ମୁଁ ଯାଇଥିଲି ବୋମ୍ବାୟ ରୁ ଧାନେ

ଯାହା ମୁଁ ଦେଖିଲି ଚମତ୍କାର କି ଦେଖିଲି ମୋ ବେନି ନୟନେ

ମୁଁ କଣ ଶୁଣିଲି

ତମ ଆନନ୍ଦ ବଜାରରେ ପ୍ରସାଦ ପାଇ ନିଜକୁ ଧନ୍ଯ ମନେ କଲି ମୁହିଁ

ମୋ ମଙ୍ଗଳ ତୁମ ପାଖେ ରହି

ବଳରାମ ଡାକେ ମଣିମା ମଣିମା ମୋ ଡାକ ଶୁଣିବା ହେଉ


ବଳରାମ ତରାଇ

ଖୋର୍ଦ୍ଧା

୯୯୩୭୦୧୪୬୪୬


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍