ପ୍ରଥମ ପ୍ରେମ
ପ୍ରଥମ ପ୍ରେମ
1 min
252
ପ୍ରଥମ ପ୍ରେମର ପ୍ରଥମ ସ୍ମୃତି
ପ୍ରଥମ ପ୍ରେମକୁ ଝୁରୁଛି ଆଜି
ପ୍ରଥମ ଲୁହ ଝରୁଛି ଆଜି
ପ୍ରଥମ ଦେଖାକୁ ଝୁରୁଛି ଆଜି
ପ୍ରଥମ ଭଲ ପାଇବାର
ପ୍ରଥମ ତୀର ବାଜିଛି ଆଜି
ବାଜିଛି ଆଜି
ବଳରାମ ତରାଇ
ଖୋର୍ଦ୍ଧା
୯୯୩୭୦୧୪୬୪୬

