STORYMIRROR

ଵଳରାମ ତରାଈ

Others

2  

ଵଳରାମ ତରାଈ

Others

ପ୍ରିୟା ମୋର ଅଭିମାନୀ

ପ୍ରିୟା ମୋର ଅଭିମାନୀ

1 min
659



ତୋ ମନରେ ଯେତିକି ଭଲ ପାଇବା ନ ଥିଲା,,,

ସେତେ ଭଲ ପାଉଥିଲୁ ମୋତେ....

ଭଲପାଇକି ଭୁଲ ହୋଇଗଲାକି...??

ତୋ ଆଖିରେ ଯେତିକି ଛଳନା ନଥିଲା,,,

ଜାଣି ପାରିଲିନି ପ୍ରିୟା ଜାଣିପାରିଲିନି,

ଅଧାବାଟରେ ଛାଡି ଚାଲିଗଲୁ ମୋତେ,,,

ସତରେ ଏ ମନ ଦିନରାତି ଝୁରୁଛି ତୋତେ...

କାହିଁକି ମୋ ସହ ଛଳନାକରି

ଭଲ ପାଉଥିଲୁ ମୋତେ,,,??

ସେଥିପାଇଁ ବୋଧହୁଏ ଆମ ସଫଳତା,,

ସବୁଦିନ ପାଇଁ ରହିଗଲା ଅଧାବାଟରେ,,।

********************

ବଳରାମ ତରାଇ

9937014646

9938962872

Khurdha


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍