STORYMIRROR

kamal kumar dash

Others

2  

kamal kumar dash

Others

ପରୀ ଟିଏ ମୁଁତ

ପରୀ ଟିଏ ମୁଁତ

1 min
3.1K

 ଝୁମ ଝୁମ ସ୍ୱର  କାହା ପାଉଁଜିର 

   ରାତିରେ  ଶୁଣିଲି ଦିନେ

ଦେଖିଲି ପରୀ ଟେ ଘର ଅଗଣାରେ 

  ବସି ହସୁଥିଲା ମନେ l


ପଚାରିଲି ତାକୁ କାହିଁକି ଆସିଛ 

   ଘର ଅଗଣାରେ ମୋର 

 ହସିକି କହିଲI  ଚିହ୍ନିକି ପାରୁନ 

   ମୁଁ ତୁମ ଅତି ନିଜର ,


ପରୀ ଟିଏ ମୁଁତ  ତୁମରି ମନର 

  ରୁହେ ତୁମ କବିତାରେ 

ନାଚୁଥାଏ ନିତି ତୁମରି ପ୍ରେମର 

  ମଧୁ ଭରା ସଂଗୀତରେ l


Rate this content
Log in