ପ୍ରେମ କବିତା
ପ୍ରେମ କବିତା
1 min
313
ତମେ ଚାଲି ଯାଇଛ ବୋଲି
ଦୁଃଖ ଲାଗୁଛି ଏତିକି
ଆଉ କେହି କହନ୍ତି
ମୁ ଝିଅକୁ ଲାଇନ୍ ମାରିଲେ
ପ୍ରତିବାଦ କରିବାକୁ
ମୁଁ ଡ୍ରିଙ୍କ କଲେ
ଅଟକାଇବାକୁ
ମୋ ଫୋନ୍ ୱେଟିଙ୍ଗ୍ ଥିଲେ
ମୋ ସହ ଝଗଡ଼ା କରିବାକୁ
ଯେତେ ଟେଷ୍ଟ କରିଜି ତମକୁ
ମନପକେଇବିନି
ମୋ ସାଙ୍ଗମାନେ ତମ କଥା
ବାର ବାର ପଚାରୁଛନ୍ତି
ସତକୁହ ବଳରାମ ତୁମ GF କିଏ
ମୁଁ ଆଉ ସହ୍ଯ କରିପାରୁନି ସାଥୀ
କୋଉଠି ନା କୋଉଠି ରହିଯାଇଛ
ଅଦୃଶ୍ୟ ଆତ୍ମାଟିଏ ପରି
ପବନରେ ନା ମୋ ଚାରିପାଖରେ
MISS U YAR
ବହୁତ କଷ୍ଟ ଲାଗୁଛି
ବଳରାମ ତରାଇ
ଖୋର୍ଦ୍ଧା
99370146466
