STORYMIRROR

ଵଳରାମ ତରାଈ

Others

2  

ଵଳରାମ ତରାଈ

Others

ପ୍ରେମ -୫

ପ୍ରେମ -୫

1 min
272


ପ୍ରେମ -୫


ପ୍ରଥମ ପ୍ରେମ କୁ ଭୁଲି ପାରୁନାହିଁ

ଭୁଲାଇ ଦେବ କି ମତେ

ଯେତେ ବୁଝେଇଲେ ମନ ବୁଝେ ନାହିଁ

ମନ ମୋହର ଅନେକ ଯଂତ୍ରଣା

ବୁଝିନାହଁ ତୁମେ କେବେ ପ୍ରିୟା

ମନର ଅନ୍ଧାର ରେ ଦୀପ ଟିଏ ଜାଳି।

ତୁମ ଛାୟା ଟିକେ ଖୋଜୁଛି

Balaram Tarai

9937014646


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍