STORYMIRROR

ଵଳରାମ ତରାଈ

Others

3  

ଵଳରାମ ତରାଈ

Others

ପ୍ରେମ-୪

ପ୍ରେମ-୪

1 min
719


ପ୍ରେମ-୪

ହଜି ଯାଏ ଯାହା ସହଜେ ମିଳେନା ତାକୁ ମନେବି ପାଏନା ଖୋଜି ଖୋଜି

ମନ ପ୍ରୀତି ସବୁ ଇତି ହୋଇଯାଏ

କେବେ ସେ ଅଭୁଲା ସୃତି

ଆଖି ଲୁହ ସହ ଭିଜି ଭିଜି ହୋଇଯାଏ ମୁଁ ହଜି

ମନ କି ମାନୁଛି ମୋର ଭୁଲିଯିବା

ପାଇଁ ଆଜି

ସହଜେ ହେଉନି କାହିଁକି ସେ ରାଜି

ଯଦି ମନରୁ କାଢ଼ି ଫିଙ୍ଗିବାଟା ସହଜ

ହୁଅନ୍ତା

ଫିଙ୍ଗି ଦିଅନ୍ତି ମୁଁ ଆଜି ସତ ମୁଁ କହୁଛି

ପ୍ରେମ କରିଛି ଭଲ ବି ପାଉଛି ଆଜି

କେମିତି ଆସିଲା ଜାଣି ପାରିଲିନି

ଇନ୍ଦ୍ରଧନୁ ରଙ୍ଗ ସାଜି

ଫୁଣି କଲ ବଦଳ ପରି ଡାକିଦେଲ

କୁଆଡ଼େ ଗଲ ହଜି ହଜି

କହିଥିଲ ଯେବେ ପ୍ରଥମ ଥର କଥା

ହୋଇଥିଲ ମନେ ପଡ଼େ ବେଶି ଆଜି

ରହିଛି ରହିବି ଆଗକୁ କେମିତି କୁହ ପ୍ରିୟା ମରଣ ସହ ମାରି ବାଜି

ତଥାପି ମନକୁ ବୁଝାଇ କହିଲି ହେଇଯାଆରେ ତୁ ରାଜି

ମନ ଟା ଫୁଣି ବଞ୍ଚିଛି ମରିବା ସହ

ସଂଗ୍ରାମ କରୁଛି ସେ ଆଜି !

ଲେଖକ-ବଳରାମ ତରାଇ, ଖୋର୍ଦ୍ଧା

ଫୋନ-୯୯୩୭୦୧୪୬୪୬ !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍