STORYMIRROR

ଶୁଭ୍ରା ଗୌଡ

Others

3  

ଶୁଭ୍ରା ଗୌଡ

Others

ପକ୍ଷୀରାଜ୍ ବାହନ

ପକ୍ଷୀରାଜ୍ ବାହନ

1 min
11.6K

ଦୁଃଖି ରଂକି କଂର ତୁ ସାଇତା ଧନ

ତୋତେ ପରା ସରକାର କରନ୍ତି ଦାନ,

ହେଲେ ଧନୀ ଲୋକେ!!

ସେମାନ କଂର ଏ ନୁହଁଇ

ସଂପତ୍ତି ଯାନ ,

କିନ୍ତୁ ଭାବନ୍ତି ସେମାନେ 

ଏହାକୁ ଖେଳନା ହୀନ ।


ସତ୍ଯ ଯୁଗେ ଥିଲା ଏ 

ପୁଷ୍ପକ ବିମାନ,

ହେଲେ ସଂଗମ ଯୁଗେ 

ହେଲା ଏ ସାଇକଲ ଯାନ ।


ଦରିଦ୍ର କଂର ଏ ତ ସର୍ବଦା ବାହନ

ପକ୍ଷୀରାଜ୍ ସଦୃଶ୍ଯ !

ନ କରି ଏହାରି ଅପମାନ,

ନିଅନ୍ତି ଏହାର ଯତନ ।


Rate this content
Log in