STORYMIRROR

ଵଳରାମ ତରାଈ

Others

2  

ଵଳରାମ ତରାଈ

Others

ପଖାଳ ଦିବସ କଵିତା

ପଖାଳ ଦିବସ କଵିତା

1 min
628



ପଖାଳ ଜେ ଖିଆ ବାରମାସ

କିମ୍ବା ଦରକାର କେଊ ଦିବସ

ଵାଶି ତୋରାଣି କି କଚାପିଆଜ

ଦୁ୍ଖୀଜନ ମାନେ

ସେକାଳ ପଖାଳ ଗଲାଣି ସଜନୀ

ସେକାଳ ପଖାଳ ଗଲାଣି ,

ନାଲିପାଣି ମିଳେ ଗାଁ କ୍ୟାବିନ୍ ରେ

ତୋରାଣି ର ସୁଖ ସରିଲାଣି

ନାଲିପାଣି ପିଈ ନିଶା ହୋଇଗଲା ପଖାଳ କୁ ଭୁଲିଯାଇ ନିସାରୀ ଟ୍ଳଳତୀ

ତଥାପି ଓଡ଼ିଆ ଭାରି ବଢିଆ ଲୋ

କଥା ଏଢିଆ ତେଢିଆ,

ଆମରି ପ୍ରୟାସ ସଗର୍ବେ କହିବା

ଆମର ପଖାଳ ପ୍ରିୟ,

ବିନା ପଖାଳରେ କିଏ ସେ ଓଡ଼ିଆ

ସହିବନି କା'ର ଦେହ ଶକାଳୁ ୱଠି ପଖାଳ ଖାଇ ମନ ହୋଇ ଶାନ୍ତି

ନିତି ଦିନ ଆମ୍ଭ ପଖାଳ ଦିବସ

ପ୍ରିୟ ଓଡିଆ ପୋଷକ,

ପଖାଳ କଂସା ରୁ ଗୁଣ୍ଡାଏ ଭକ୍ଷିଲେ

ଦେହ ଦିଶେ ଝକ ଝକ

ପଖାଳର ଧାରା ଅତୀବ ନିଆରା

ମନୁ କେ ପାରିବ ଭୁଲି ,

ସାଙ୍କେତିକ ଭାବେ ମାଆର୍ଚ କୋଡିଏ

ପଖାଳ ଦିବସ ବୋଲି

ପଖାଳ ସହିତ ଦହି ବଡିଚୁରା

ନାଲି ଲଙ୍କା ପୋଡାପୋଡି,

ଚୁନାମାଛ ସହ ଚିଙ୍ଗୁଡ଼ି ଚକୋଟା

ଶାଗ ସାଲାଟ କୁ ଭିଡି କମଳାପାଣିକୁ ପିଇ

ଅସହ୍ୟ ଖରାରେ ପଖାଳ ଖାଇକି

ମୁନ୍ଦିଏ ତୋରାଣି ପିଇ,

ପେଟ ଥଣ୍ଡା ଆଉ ରହିବ ନିରୋଗ

ଶିରୋଧାର୍ଯ୍ଯ ଛାମୁବର

ପଖାଳ ଭତକୁ କୁ କିଏ ବା ଭୁଲି ପାରିବି

ୱଡିଆ ମାନଙ୍କ ର ଶୃର

ପଖାଳ ମହାତ୍ମା ବ୍ୟାପିଗଲା ତହୁଁ

ସାରା ଓଡ଼ିଶା ମୂଲକେ

ମଜୁରିଆ ପରିବାର ପଖାଳଖିଆ

ଵାସି ପଖାଳରେ ଶାନ୍ତି ତାଙ୍କ ପରିବାର

ବ୍ରହ୍ମପୁରିଆଙ୍କ ପଖାଳ ତରିକା

ଖାଇଲେ ଛାଡିବ ନାହିଁ,

ଶରା ୱଡିଆ ରାଜ୍ୟର ରେ ନାମ ଅଛି ରହି

ଏମିତି ଅନେକ ଏହି ଦିନକୁ ମନେ ରଖିଛନ୍ତି ଆମ ୱଢିଆ ଭାଈ

ସେହିଦିନ ଥିଲା ଖ୍ରୀଷ୍ଟୀୟ ମତରେ

ମାର୍ଚ୍ଚ କୋଡିଏ ଦିନ ,

ଗଜପତି ରାଜା ଓଡ଼ିଆ ଙ୍କୁ ବାର୍ତ୍ତା

ଜାଣ ପଖାଳ ସ୍ବତନ୍ତ୍ର

ସେହିଦିନଠାରୁ ପଖାଳ ଖାଇବା

ପ୍ରତି ଓଡିଆ ଙ୍କ ଘରେ,


ଵଳରାମ ତରାଇ

ଖୋଧା

9937014646

9938962872


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍