STORYMIRROR

Diptimayee Biswal

Others

2  

Diptimayee Biswal

Others

ପାରିବାପଣ

ପାରିବାପଣ

1 min
2.6K


ଆ' ପରଖି ନେବା ବଳ,

ତୋ କହିବାର, ମୋ ସହିବାର ।

ସହିବା ବ୍ୟତିରକେ

ଅନ୍ୟୋପାୟ ବି ନାହିଁ ନା ।

ମୁଁ ଜାଣେ......

ତୁ ବେଶ୍ କହିପାରୁ, କରିପାରୁ ।

ହେଲେ ତୁ କି ଜାଣୁ...

ମୁଁ ବି ନଛୋଡ଼ବନ୍ଧା ମୋ ପାରିବାପଣରେ !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍