STORYMIRROR

Kamal Kumar Dash

Others

3  

Kamal Kumar Dash

Others

ପାକିସ୍ତାନ

ପାକିସ୍ତାନ

1 min
307



ପାକିସ୍ତାନ ଗୋଟେ ପାଗଳା କୁକୁର

ଖାଲି ଲାତ ଭାଷା ବୁଝେ

ବୁଝିସେ ପାରେନା ଆତଙ୍କର ଭାଷା

ଜଳିଲେ ବି ସିଏ ନିଜେ (1)

ଅନେକ ହେଲାଣି ଆତଂକି ପ୍ରହାର

ଥରିଲାଣି ଦେଶ ଅନେକ ଥର

ସହିଦ ହେଲେଣି କେତେଯେ ଜବାନ

ଅକାଳେ ଗଲାଣି ଜୀବ ତାଙ୍କର (2)

ଉଠ ଧର ଅସ୍ତ୍ର ଏଇ ଶେଷ ଥର

ଭାଙ୍ଗି ଦେବା ସେଇ ଆତଙ୍କ ଘର

ରହିବନି ଆଉ ସେହି ପାକିସ୍ତାନ

ଧ୍ୱସଂ କରିଦେବା ଗର୍ବ ତାଙ୍କର (3)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍