STORYMIRROR

Jnana ranjan Pattanaik

Others

3  

Jnana ranjan Pattanaik

Others

ଓଡ଼ିଶା

ଓଡ଼ିଶା

1 min
68

 କଳା କିର୍ତିମାନ ଓଡ଼ିଶା ମୋର

ମଣିଷ ହୃଦୟଠୁ

ବଳି ତା ଉଦର

କରିଛି ସେ କେତେ କଣ ଯେ ସମ୍ଭାର

ଅବସ୍ଥିତ ଏଠି ପ୍ରଭୁ ଜଗନ୍ନାଥେ

ଦେଖାନ୍ତି ଯେ ରୂପ ହାତୀ ବେଶେ

କି ସୁନ୍ଦର ଆହା ସେ ରୂପ

ଦେଖିଦେଲେ ମନେ ମେଣ୍ଟ ରେ ଭୋକ।

କେତେ ଯେ ବଳୀୟାନ ଏଠି ଜନ୍ମେ

ମଧୁବାବୁ ଗୋପବନ୍ଧୁ ଦାସେ ନାମେ

ମିଶୁ ମୋର ଦେହ ଏ ଦେଶ ମାଟିରେ ବୋଲି

ଭାଷେ ଏହି ସ୍ଥାନେ।

ଓଡ଼ିଶା ନୁହେଁ ଏ ଯେ

ବାତ୍ୟା ର ଗୋଟେ ଘର

ହେଲେ କଣ ବା ସେ କରିବ

କରୁ ଆମେ ତା ଆଗୁ ପ୍ରତିକାର।

କେତେ ମୋର କୌତିକିଆ

ଆରେ ମୋ ଓଡ଼ିଆ ଭାଇ

ବାର ମାସେ ତେର ପରବେ

କେତେ ପିଠା ପଣା ରେ ଭାସଇ।

ଆରେ ମୁଁ ଓଡ଼ିଆ

ଓଡ଼ିଆ ମୋ ଭାଷା

ଜନ୍ମଭୂମି ମୋ ମା ଓଡ଼ିଶା

କେ କରିବ ଆସ

    ମୋ ସଙ୍ଗେ ବଚସା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍