STORYMIRROR

ଵଳରାମ ତରାଈ

Others

3  

ଵଳରାମ ତରାଈ

Others

ଓଡ଼ିଆ ନବ ବର୍ଷ

ଓଡ଼ିଆ ନବ ବର୍ଷ

1 min
1.1K




ଓଡ଼ିଆ ନବ ବର୍ଷ ଏଇ ନୂଆଦିନ ଆଜି ନିଉ ଇୟର ଆଜି

ପଣାସଂକ୍ରାନ୍ତି ଆଜି ଆସିଛି ସାଜି

ପଣାରେ ବେଲ ପଣାକୁ ଭାଙ୍ଗ ପଣା

ପିଇ ହେଇଯିବେ ବାଟ ବଣା

ଆଜି ନପିଇଲେ ପଣା ହେବା ପରା ବାଟ ବଣା

ଜଗନ୍ନାଥ ଆମ ଓଡ଼ିଆ ଠାକୁର

ରଚିଗଲା ବଡ଼ ଦେଉଳ ପର

ପୂଜା ହେବ ଆଜି ତାଙ୍କ ପାଖର

ନୂଆ ପାଞ୍ଜି ମାନେ ପୂଜା ହେବେ ଆଜି

ଦେବା ଦେବୀ ମାନଙ୍କର ପଣା ଭୋଗ ଆଜି

ଚୈତ୍ର ମାସର ଶେଷଦିନ ବୈଶାଖ ମାସର ଆରମ୍ଭ ଦିନ

ନୂଆ ବର୍ଷର ଅଭିନନ୍ଦନ

ଖୁଡି ପେଡିକୁ ସଜାଡି ଆଣିଛି ଖୋଲିବ ବୈଶାଖୀ ପର୍ଵ

ବାର ମାସର ତେର ଯାତରା କରିବ ସଜବାଜ


ଇଏ ଆମ ଓଡ଼ିଆ ମାନଙ୍କର ପରମ୍ପରା ଛଳେ ଓଡ଼ିଆଙ୍କୁ ବାନ୍ଧିବ ଛନ୍ଦି

ତ୍ୟାଗ ନିଷ୍ଠା ଭଲପାଇବା ଦେଇ ଭଲମନରେ ପାଳିବା ଆମ ପର୍ଵ ପର୍ବାଣୀ

ଆମ ତୁଳସୀ ଚଉରା ମୂଳରେ

Balaram tarai

9937014646


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍