STORYMIRROR

KARUNAKAR GHANTUAL

Children Stories

3  

KARUNAKAR GHANTUAL

Children Stories

ନିରାଶ୍ରୟ

ନିରାଶ୍ରୟ

1 min
172

 ନିରାଶ୍ରୟ ମୋର      ନାହିଁ ଘରଦ୍ୱାର

      କେଉଁଠି ରହିବି ମୁୁହିଁ

ଉପରର ପତି       ତଳେ ବସୁମତୀ

      ପେଟ ରହିଛି ତୁୁୁହାଇ

    ପ୍ରଭୁହେ.. କିିିିିପରି ବଞ୍ଚିବି ମୁଁହିଁ

କେଉଁ ଦ୍ୱାରେ ଯିବି ଭିକ୍ଷା ମୁଁ ମାଗିିିିିବି

ରାଜଦ୍ୱାରେ ମନାହୋଇ ।

ବନ ପୋଡିିିଗଲେ      ସମସ୍ତେ ଦେଖିଲେ

       ମନକୁ ଦେଖୁଛି କିଏ 

     ପ୍ରଭୁୁୁହେ, ତୁମେ ହିଁ ମୋର ଭରସା

ତୁୁୁମେ ନ ରଖିଲେ, ଆଶ୍ରା କାହିଁ ମିିଳେ

ଉଡିିିଯିବ ମୋର ହଂସା ।

ତୁୁୁମ ଚରଣରେ       ମତି ନିରନ୍ତରେ

    ଏହି ଆଜ୍ଞା ମୋରେ ହେଉ

ଦୁୁଃଖ ଯନ୍ତ୍ରଣାରେ     ଭରସ ମୋ ଶରୀରେ               

ହେଲେ ବିଶ୍ୱଶାନ୍ତି ପାଉ

  ଜୀବନେ ଆଉ କିଛି ଆଶା ନାହିଁ

ମାରିିଲେ ମାରିବ ତାରିଲେ ତାରିିିବ,

କହିିିବାରେ ବଲନାହିଁ ।

ତୁମ ମନ୍ଦିରର       କରିିିବ ଚାକର

     ଦରମା ମୁଁ ନେବି ନାହିଁ

ଦୟା କରି ଦିନେ     ଭୋଗ ମୁୁଠେ ଦେଲେ

    ନିିିତି ଚଳି ଯିବି ମୁୁହିଁ

   ମନ୍ଦିର ବାହାରେ ମୁଁ ଥିବି ରହି

ଦାଣ୍ଡ ଖରଳାଇ ଦିନ ଯିବ ବାହି

ଜୀଵ ଶେଷକାଳ ନେଇ ।


        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍