Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KARUNAKAR GHANTUAL

Children Stories

3  

KARUNAKAR GHANTUAL

Children Stories

ଈଶ୍ୱରଙ୍କୁ ଚିଠି

ଈଶ୍ୱରଙ୍କୁ ଚିଠି

1 min
143


  ହେ ପ୍ରଭୂ, ଘେନ ମୋ କୋଟି ଜୁହାର

ଲୟ ଲଗାଉଛି     ତୁମକୁ ଡାକୁଛି

    ଶୁଣ ଗୁହାରୀ ଠାକୁର

ତୁମେ ନ ରଖିଲେ    ପ୍ରାଣ ଯିବ ଭଲେ 

    ଚିଠିର ଦେବ ଉତ୍ତର  //


କରୋନା ଭୟରେ   ଏଇ ମର୍ୟ୍ତ୍କ ପୁରେ

   ଲୋକ ହେଲେ ହରବର

କିପରି ମୁକତି     ଲଭିବେ ଦୁର୍ଗତି

   ସେ ଉପାୟ ଟିକେ କର  //


ଏ ର କାର ବନେ   କୋକୁଆ ଗୋପନେ

    କେଉଁଠି ତା କାରବାର

ସାଦା ମୁଖେ ଥିଲେ   ପଶୁଛି ନିଶାରେ

    ଜନେ କରେ ଛାରଖାର  //


କରୋନା ଵଂଶକୁ   ନିର୍ମୂଳ ହେବାକୁ 

    ଆଜ୍ଞା ଟିକେ ଏତ କର

ତୁମେ ନ ରଖିଲେ   ମାନିବେକି ନରେ 

    ବୋଲି ତୁମକୁ ଠାକୁର  //      


ଚିଠି ପାଇ ପ୍ରଭୂ    ହେଲା ନ କରିବ

     ତୁରନ୍ତ ବି ଯାହାକର 

ତୁମେ ନ ରଖିଲେ    ଏ ମହୀ ମଣ୍ଡଳେ 

     ଶକତି ଅଛି କାହାର

  

        



Rate this content
Log in