Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo ( Nitu )

Others

3  

Satyanarayan Sahoo ( Nitu )

Others

ନୀଳକଣ୍ଠ

ନୀଳକଣ୍ଠ

1 min
7.1K


ନୀଳ ସ୍ଵପ୍ନ ମୋତେ ନୀଳକଣ୍ଠ କଲା
ନୀଳ ଜହ୍ନ ଦେଲା ଯନ୍ତ୍ରଣା...
ନୀଳ ନୟନା ସେ - ନୀଳତ୍ପୋଳା ସତେ!!
ନୀଳିମାରେ ତାର ମନ୍ତ୍ରଣା ll

ମନ୍ତ୍ରିତ କଲା ମଗ୍ନ - ମଦାଳସା
ଜୀବନ ମୋ ଭଗ୍ନ - ମଧୁଶାଳା....
ତା ପାଇଁ ମୁଁ ଆଜି ନୀଳକଣ୍ଠ ସାଜି
ଧରିଛି ସ୍ମୃତିର ପିଆଲା ll
_ ସତ୍ୟନାରାୟଣ ସାହୁ (ନୀତୁ)


Rate this content
Log in