STORYMIRROR

Manas Ranjan Pattanayak

Others

2  

Manas Ranjan Pattanayak

Others

ମୋ ପ୍ରିୟା- ଭାଗ ୧୦୯

ମୋ ପ୍ରିୟା- ଭାଗ ୧୦୯

1 min
645


ପିଲାବେଳେ ପ୍ରିୟା ପ୍ରଜାପତି ଧରେ ଏବେବି ମୋ ମନେ ଅଛି


ତାକୁ ଧରିଆଣି ଖୁସିରେ ପଚାରେ କିଏସେ ରଙ୍ଗ ବୋଳିଛି?


ଅପସରି ଗଲା ସେହି ଦିନଗୁଡା ଆମେ ଥିଲୁ ଛୋଟ ଛୁଆ


ଏକୁଟିଆ ଯେବେ ଦେଖିଦିଏ ମୋତେ କାହିଁକି ହୁଏ ଛାନିଆଁ?


+++++++++++++++

ମାନସ ରଞ୍ଜନ ପଟ୍ଟନାୟକ

ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ

ସାକ୍ଷୀଗୋପାଳ,ପୁରୀ

-------------------------------------


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍