Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lalatendu Kabi

Others Abstract Comedy

3  

Lalatendu Kabi

Others Abstract Comedy

ମୋ ଦୈନନ୍ଦିନୀ

ମୋ ଦୈନନ୍ଦିନୀ

1 min
6.6K


ମୋ ଦୈନନ୍ଦିନୀ

 

ଅନୁ -- ଅନୁଯୋଗ ଯୋଗେ ଜିଜ୍ଞାସା |

ଘୋଷେ – ଘୋଷିତ ସତ୍ୟ ଏ ମୋ ଭାଷା || 1

ଭାସେ -- ଭୂଷିତ ଶ୍ଵେତ ସିତ କରେ;

କରି -- କରିତ ରୁତ ମୋ ଅନ୍ତରେ ||  2

ତରୁ -- ତିରଣେ ଅରଣ୍ୟେ ରଣିତ;

ନତ -- ଆନନ ଅନୟେ ନିୟତ ||  3

ଏ ତ -- ଇୟତ ମୋ ଅଣ ଆୟତ୍ତ;

ଯଥା – ଯୁଥ-ଯୁତ ଜଳେ କୈବର୍ତ୍ତ ||  4

କେବେ  -- କବିତା-ବିତାନେ ବିତାନ

ତାନେ --  ତମା ଅତମସ ତମନ ||   5

ମଣି --  ମନାସି ମାନସେ ନବୀନ

ଭାନ – ବର୍ଣ୍ଣ-ବନେ  କରେ ବୀକ୍ଷଣ ||  6

କ୍ଷୀଣ --  କର୍ଣ୍ଣିକାରେ କରି କରଣ୍ଡ

କୁଣ୍ଡେ --  ରଣ୍ଡକୁ ରୁଣ୍ଡାଏ କୁଷ୍ମାଣ୍ଡ ||  7

ଇଷ୍ମେ -- ସ୍ମାରିତ ତାରତମ ରୁତେ

ତର  -- ମରୁତେ ମରେ ମୁଁ ମରତେ ||   -8

ରମି -- ରାମପୂଗ ପୂର୍ଣ୍ଣ ପ୍ରାଙ୍ଗଣୁ

ଗାନ - ଗହନ ଗାଏ ମୁଁ ଅହନୁ  ||  -9


Rate this content
Log in