STORYMIRROR

Nilakantha Dash

Others

3  

Nilakantha Dash

Others

ମନ

ମନ

1 min
92

ମନ ଗୋଟିଏ ସୁନ୍ଦର ଝରଣା.. 

ବେଳେବେଳେ ସିଏ ହେଇଯାଏ ବାଟବଣା 

ମନର ପଥ ସବୁବେଳେ କଣ୍ଟକିତ 

ସେହି ପଥରେ ଚାଲିଲେ ପଥିକଟି ହୁଏ ଆହତ 

ତଥାପି ଚାଲେ ସିଏ ବାଟ ବହୁଦୂର 

ହଉପଛେ ସିଏ ଯେତେ ଅନାଦର 

ପାଇବାକୁ ଚାହେଁ ସିଏ ଟିକିଏ ଶାନ୍ତି 

ହେଲେ ଯନ୍ତ୍ରଣାରୁ ମିଳେ ନାହିଁ ତାକୁ ମୁକ୍ତି 

ଆହତ ପଥିକର କେହି ନଥାନ୍ତି ସାହାରା 

ସତରେ ମନର ଭାବନା କେତେ ଯେ ନିଆରା !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍