STORYMIRROR

ଵଳରାମ ତରାଈ

Others

3  

ଵଳରାମ ତରାଈ

Others

ମାୟା ମରୀଚିକା ପ୍ରେତ

ମାୟା ମରୀଚିକା ପ୍ରେତ

1 min
410


ମରୀଚିକା ମୁଁ ମରୀଚିକା ମାୟାବିନୀ

ଭଦ୍ର ମୁଖା ମୁଁ ପିନ୍ଧି କରେ ବୋକା


ଦେଖିନାହିଁ ତମେ ମୋ ରୂପ ରେଖା

ଦେଖାଇବି ମୁଁ ଅସଲ ଚେହେରା 


ମୋ କର୍ମ ଆଜି ମୋତେ ଖାଉଛି

ମୋ ଛାଇ ଦେଖି ଡରି ଯାଉଛି


ମାୟା ବନ୍ଧନେ କରିଛୁ ମୋତେ ବନ୍ଦୀ

ମୁଁ ବାଟ ନଜାଣି ହେଲି ଛନ୍ଦି ବନ୍ଦୀ


ପୁଣ୍ୟ ଜନ୍ମ ମିଳିଛି ମୋତେ ତ୍ରାହି

ମୋ ପଛ ଛାଡୁ ନାହିଁ କାହିଁ


ମାୟା ଜାଲେ ପଡି ତୋର 

ଜୀବନ ଜେ ଗଲା ମୋର


କେତେ ପ୍ରତିବାଦ କରିଥିଲେ

ବାହାନା କରି ମାୟା ରଚିଲୁ


ମାୟାବିନୀ ଆଉ ଆସେନି ପାଖ

ମୋ ଜୀବନ ବହୁତ ଦୁଃଖ ଆଉ ଦୁଃଖ


 ଯେପରି ମାୟା କରି ନେଲ ଜୀବନ

 ବିଷ ଦେଇ ନେଲ ମୋ ପ୍ରାଣ


ଲୋଭନୀୟ ହୋଇ କୋଠା ବାଡ଼ି 

ଘର ମାରି ଆମକୁ ଦେଲ ତଡି

 

ଆମେ ଦୁହେଁ ନେବୁ ପ୍ରତିଶୋଧ

କରିବୁ ଆମେ ତମର ବଧ


ଜହର ଦେଇ ଆମକୁ ମାରି ଦେଲ

 ଆମେ ହେଲୁ ବହୁତ କଲ ବଲ

 

କୁକର୍ମ କରିଛୁ ଆଜି ତକ ଯେତେ

ଜାଣିବେ ସାରା ଜଗତେ ତୋତେ

 

ଛାଡିଦେଲେ ତୋର ମାୟା ବନ୍ଧନ

ଭଲରେ ରହିବୁ କେତେ ଦିନ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍