STORYMIRROR

ଵଳରାମ ତରାଈ

Others

2  

ଵଳରାମ ତରାଈ

Others

ମାଆ ଆମ ମା

ମାଆ ଆମ ମା

1 min
152

ବିଶ୍ବ ମାତୃଦିବସ ଅବସରରେ 

ମାଆ


ମୋ ମାଆ ର କଥା କି କହି ପାରିବି

ସେ ଜଗତ ଜିତା ଆମ ପାଳନ କର୍ତା 

ତା ଗୁଣ କୁ କେହବ ସରି

ତ ବୁଦ୍ଧିକୁ କିଏ ହେବ ସରି

ମାଆ ଜେ ଅନ୍ୟକୁ ହସାଇ

ନିଜେ ଲୁହ ପିଇ ସଭିଙ୍କୁ ହସାଏ

ମାଆ ନିଜେ ନଖାଇ ତା ପେଟରେ ଓଦାକନା ପକାଇ

ଆମ ସମସ୍ତଙ୍କର ସେ ମନ ବୁଝାଇ

ଶ୍ରଦ୍ଧାରେ ସଭିଙ୍କୁ ପରଷେ 

ମୋ ମାଆ ମେl ମାଆ ମୋ ମା

ଜେ ନିଜେ ଲୁଗା ଖଣ୍ଡେ ନପିନ୍ଧି

ଅନ୍ୟକୁ ପିନ୍ଧାଇ କାହା ଖୁସି ପାଇ

ଜେ ନିଜ ଖୁସି ଛାଡି ଦେଇ

ସିଏ ମୋ ମାଆ ମାଆ ସେ ମୋ ମା

ସେ ଛନ୍ଦ କି କପଟ ନଜାଣି 

ଶାଶୁ ଘର କଥା ଧରେନି

କହାକୁ ଅସମ୍ମାନ କରିନି

ସେ ମୋ ମା ସେ ମୋ ମା

ଘର ଜଂଜାଳ ବୋଲି କଦା କହିନି

କାହାକୁ ଅମାନ୍ୟ ବି ଅସମାନ କରିନି

ସିଏ ମୋ ମାଆ ସେ ମୋ ମା

ଗୋ ସେବା ଠାରୁ ବୄକ୍ଷସେବା ଶାଶୁ ଶଶୁର ସେବାରେ ସେବାରେ

କାହାରିକୁ ଘୄଣା କେବେ କରିନି

ସିଏ ମୋ ମାଆ ସେ ମୋ ମାଆ

ଅସୁସ୍ଥ ଥିଲେ ବି କହାକୁ କୁହେନି

ସତେ ଯେପରି ସେ ହସ୍ତିନୀ

ସକାଳୁ ସକାଳୁ ଘରୁ ଓଠିବା

ପର୍ବପର୍ବାଣୀରେ ପିଠା ଖୁଆଇବା

ଆଜିଯାଏଁ ସିଏ ଭୂଲିନି 

ଚଉରା ମୁଳରେ ଦିପ ଜାଳିବା

ଆଜି ଜାଏ ଜେ କିଛି ଭୁଲିନି

ସିଏ ମୋ ମାଆ ସି ମୋ ମାଆ

 

ବଳରାମ ତରାଇ

ଖୋର୍ଦ୍ଧା ଜିଲ୍ଲା



साहित्याला गुण द्या
लॉग इन