STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୩

Others

3  

ଓଡ଼ିଆ ଗଳ୍ପ ଓ କବିତା - ୩

Others

ଲୁହ ଅମାନିଆ ବହିଗଲେ ଥରେ

ଲୁହ ଅମାନିଆ ବହିଗଲେ ଥରେ

1 min
14K


ମହାସ୍ମୀତା


ଲୁହ ଅମାନିଆ ବହିଗଲେ ଥରେ

ଆନମନା ସ୍ମୃତି ତୀରେ

ଅଭିମାନର ପଣତ ପାଏନା

ବାନ୍ଧି ରଖିବାକୁ କାଳେ

ଆଖି କୋଣେ କେତେ ମହୁଆ ସପନ

ମନରେ ଅସୀମ ଆଶା

ପୁଲକ ବିହିନ ବିରାଗ ମନ ମୋ

ଭାବନାର ଶୂନ୍ୟଭାଷା

ଚନ୍ଦ୍ର ପୂ୍ରରେ ମଧୁ ଜାମିନୀତ

ମିଳନର ରାଗ ଗାଇ

ବିରହ ବିଛେଦ ଭୁଲିଯାଏ ପୁଣି

ଅଭିସାରିକା ଟେ ହୋଇ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍