STORYMIRROR

ଵଳରାମ ତରାଈ

Others

3  

ଵଳରାମ ତରାଈ

Others

କଥା ଓ କବିତା

କଥା ଓ କବିତା

1 min
982


ବ୍ୟସ୍ତ

ତୁମ ବ୍ୟସ୍ତତାକୁ ମୁଁ ସମ୍ମାନ ଜଣାଇ

ମୁଁ ବି ନିଜକୁ ବୁଝେଇ ଦେଇଛି

ତୁମେ ଆଉ ତୁମେ ହେଇ ନାହଁ ତୁମ ବଦଳି ଯାଇଛି

ତୁ ମ ଚାଲି ଚଳନ ତମ କଥା ବାତାବରଣ ସବୁ ବଦଳି ଯାଇଛି ବୋଲି ତମେ ଆଜିକାଲି ବ୍ୟସ୍ତ ବିଜି ରହୁଛ

ତୁମକୁ ନେଇ ଅନେକ ଖାମଖିଆଲି

ଚିନ୍ତାଧାରା ଏ ମନ କୁ ଉଖୁରେଇ ଦିଏ

ତୁମେ ବଦଳି ଯାଇଛ ତୁମେ ଭୁଲି ଯାଇଛ ତୁମେ ମିଛ କହୁଛ ତୁମେ ଅଭିନୟ କରୁଛ

ତୁମେ ବାହାନା କରୁଛ ଏମିତି କେତେ କଣ ଘଟିଛି ତାହା ମୁଁ ନକହିବା ଭଲ

ସବୁ ଚିନ୍ତାଧାରା କୁ ଅଭିମାନର ମଶାଣି

ଭୁଇଁରେ କବର ଦେଇ ମୁଁ ବି ଚେଷ୍ଟା କରିବି ତମ ପରି ମୁଁ ବି ବିଜି ରହିବି,

ତୁମ ପରି ବଞ୍ଚିବାକୁ ଏକ ବ୍ୟସ୍ତତାର ଜୀବନ

ମୁଁ ଆଉଥରେ ସଭିଙ୍କ ମନରେ ଖୁସି ଦେବି

ଏ ମଣିଷ ଜୀବନ କଣ ପାଣି ଫଠକା ପରି ରାଗ ଅହଙ୍କାରୀ ହେଇ କଣପାଇବି

ମୋ ତମକୁ ତ ପାଇବିନି

ବଳରାମ ତରାଇ

୯୯୩୭୦୪୬୪୬


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍