Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Avaya Kumar Panda

Others

2  

Avaya Kumar Panda

Others

କରୋନାକୁ ଡରନା

କରୋନାକୁ ଡରନା

1 min
29


ସତର୍କ ରହିଲେ,ସଜାଗ ହେଲେ, 

କରୋନା ଭୂତାଣୁ ପାସ ମାଡେନା, 

କରୋନା କୁ ଡରନା ।

ଜନଗହଳିରୁ ରହିବା ଦୂର, 

ହାତ ନମିଳେଇ କରିବା ଜୁହାର ।

ଥଣ୍ଡା, କାଶ, ଜ୍ୱର ହେଲେ ଯିବା ଡାକ୍ତରଖାନା,

ଆବଶ୍ୟକ ସ୍ଥଳେ ମାସ୍କ ପିନ୍ଧିବା ,କରିବାନି ବାହାନା ।

ନିତିଦିନ ପିଉଥିବା ଶୁଦ୍ଧ ପ୍ରଚୁର ପାଣି, 

କରୋନା ଭୂତାଣୁକୁ ପାରିବା ଜିଣି ।

ସରକାର ନେଉଛନ୍ତି ସମସ୍ତ ପଦକ୍ଷେପ, 

ସଚେତନ ନାଗରିକ ହୋଇ,

କରୋନା ଭୂତାଣୁକୁ କରିବା ଲୋପ ।



Rate this content
Log in