Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Avaya Kumar Panda

Others

3  

Avaya Kumar Panda

Others

କରୋନା ଓ ଶ୍ରୀମନ୍ଦିର

କରୋନା ଓ ଶ୍ରୀମନ୍ଦିର

1 min
9


ସିଂହଦ୍ଵାରେ ନାହିଁ ଆଜି ଗହଳି ଚହଳି, 

ଶ୍ରୀକ୍ଷେତ୍ର ଆଜି ଶୂନଶାନ,

ଭକତ କରେ ଅଳି ।

କରୋନା ମହାମାରୀରେ ଏ ବିଶ୍ୱ ପୀଡ଼ିତ,

ସେଥିପାଇଁ ଏ କଟକଣା, ଭକତ ବ୍ୟଥିତ ।

ପୃଥିବୀକୁ ଯେବେ ଯେବେ ଆସିଛି ବିପତ୍ତି, 

ତୁମେ ହିଁ କରିଛ ରକ୍ଷା ହେ ବିଶ୍ୱପତି  ।

ତୁମ ବିନା ପ୍ରଭୁ କେହି ଦେଖିନାହିଁ ଆନ, 

ମହାମାରୀର ବିନାଶ କର, ହେ ଚକାନୟନ ।

ତୁମ କୃପାବଳେ କରୋନାର ପ୍ରତିଷେଧକ, 

ନିଶ୍ଚୟ ବାହାରକରିବେ ଆମ ବୈଜ୍ଞାନିକ ।

ଶ୍ରୀମନ୍ଦିରେ ନାହାଁନ୍ତି ଆଜି ଭକ୍ତବୃନ୍ଦ, 

ଭକ୍ତବିନା କେମିତି ସମୟ କାଟୁଛ ଗୋବିନ୍ଦ ।

ଭକତ ତୁମର ସବୁ କରନ୍ତି ପ୍ରାର୍ଥନା, 

ଫେରିଆସୁ ପୂର୍ବାବସ୍ଥା ବିନାଶ ହେଉ ଏ କରୋନା ।



Rate this content
Log in