STORYMIRROR

Sunanda Mohanty

Others

3  

Sunanda Mohanty

Others

କଳାପକ୍ଷୀ

କଳାପକ୍ଷୀ

1 min
20


ଭାବିଥିଲି ପକ୍ଷୀ ଭାରି ବିଶ୍ୱସ୍ତ 

କଲା ମତେ ପରାସ୍ତ 

ଭାବନା କୁ ଚିରି କଲା ପରସ୍ତ 

ହେଇପାରୁନି ଆଶ୍ୱସ୍ତ 

ନିରଳସ ତାର କର୍ମତତ୍ପରତା ବେସ୍ତ 

କଲା ମତେ ନିରସ୍ତ 

ଅନଭିଜ୍ଞ ମନ କରି ମତେ ଦାନ ମୁଁ ବିବ୍ରତ 

ଭାବରେ ତା ବୈଚିତ୍ର 

ଡେଣା ତା ଚିତ୍ରିତ ରଙ୍ଗରେ ବିଚିତ୍ର 

ଜମା ନୁହେଁ ବିବ୍ରତ 

ପାପ ପୂଣ୍ୟ ମୋର କରୁଥାଉ ହିସାବପତ୍ର 

ମୁଁ କିନ୍ତୁ ନିର୍ଲିପ୍ତ 

ସେଇ ପକ୍ଷୀ ଆଉ କିଏ ହେବ, ଏକା ଜଗନ୍ନାଥ 

ଭାରି ସ୍ୱତନ୍ତ୍ର ଓ ଏକାନ୍ତ 

ବଡଦାଣ୍ଡେ ତାଙ୍କ ଗଡ଼ିବ ତିନିରଥ, ନାମ ରଥଯାତ 

ଭକ୍ତ ଆଖି ହେବ ପବିତ୍ର.


ಈ ವಿಷಯವನ್ನು ರೇಟ್ ಮಾಡಿ
ಲಾಗ್ ಇನ್ ಮಾಡಿ