End of Summer Sale for children. Apply code SUMM100 at checkout!
End of Summer Sale for children. Apply code SUMM100 at checkout!

KAMALKUMAR DASH

Others


3  

KAMALKUMAR DASH

Others


ଖୁସି

ଖୁସି

1 min 238 1 min 238


ଖୁସି ମୋର ଝର୍କl କଡ

ଛୋଟ ଫୁଲଟିଏ

ଖିଲି ଖିଲି ହସୁଥିବା

କୁନି ଝିଅଟିଏ --1


ଖୁସି ମୋର ରାଜା ପାଇଁ

ନାନା ବାୟା ଗୀତ 

ଶ୍ରlବଣ ର ବର୍ଷ|ପରେ

ମାଘ ମାସ ଶୀତ ୨

ଖୁସି ମୋର ଗାଁ ପାଖ ସରୁ ନଈଟିଏ 

ନଈ କୂଳ ବାଲି ଘର

ମନେ ପଡ଼ିଯାଏ 3


ଖୁସି ମୋର ମା ଲୁଗା କାନି

ତା ହାତ ପରଶ

ତାର ହାତ ରନ୍ଧା ଭାତ, ଡାଲି , ଶାଗ

ଆଉ ତାର ସ୍ନେହlଶୀଷ --୪


ଖୁସି ମୋର ପ୍ରେମିକାର

ଛୋଟ ଚିଠିଟିଏ

ହସ ଭରl ଲମତୁଆଲା 

ସ୍ମୃତିରୁ ଚେନାଏ -୫

 

ଖୁସି ମୋର ଛୋଟ ଛୋଟ

ଖୁସି ସାଉଣ୍ଟିବା

ଏ ଜୀବନ ଉତ୍ତପ୍ତ ମରୁରେ

ହସି ହସି ଖୁସି ଵାଣ୍ଟି ଯିବା -


Rate this content
Log in