କେହିବି ତ
କେହିବି ତ
1 min
895
କେହିବି ତ ଆସିପାରେ ମୋ ଲାଇଫ୍ ରେ ମୋ ସପନରେ
କାହାରିକୁ ମନା ନାହିଁ ପ୍ରିୟା
ହେଲେ ତମ ଛଡା ଆଜି ଯେ କେହି
ମୋ ସପନରେ ମୋ ଲାଇଫ୍ ରେ ଆସିନାହିଁ
ମୋ ସପନରେ ଆସି ନାହିଁ
ତମ ପରି ପ୍ରିୟା ମୁଁ କାହାକୁ ଦେଖି ନାହିଁ
ତମ କଥା ଭଳି ସୁନ୍ଦର କଥା ମୁଁ କାହାଠାରୁ ଶୁଣି ନାହିଁ
ତମ ଭଲ ପାଇବା ମୁଁ କାହାଠୁ ପାଇ ନାହିଁ
ବଳରାମ ତରାଇ
୯୯୩୭୦୧୪୬୪୬
