STORYMIRROR

ଵଳରାମ ତରାଈ

Others

2  

ଵଳରାମ ତରାଈ

Others

କବିତା

କବିତା

1 min
399


ଜୀବନର ପୁଣି ଏକ ବର୍ଷ କମ୍ ହେଇଗଲା ।

କିଛି ପୁରୁଣା ସ୍ମୃତି ପଛରେ ରହିଗଲେ

କିଛି ସ୍ବପ୍ନ ହୃଦୟରେ ରହିଗଲେ

କିଛି ନମାଗି ମଧ୍ୟ ଅନେକ ମିଳିଛି

କିଛି ଛାଡି କି ଚାଲି ଯାଇଛନ୍ତି

କିଛି ନୂଆ ମିଶିବେ ଏଇଥର

କିଛି ମୋ ଉପରେ ବହୁତ ରାଗିଛନ୍ତି

କିଛି ମୋ ଉପରେ ଖୁସି ହେଇଛନ୍ତି

କିଛି ମୋ ସହ ମିଶି ମଧ୍ୟ ଭୁଲି ଯାଇଛନ୍ତି

କିଛି ମୋତେ ଆଜି ମଧ୍ୟ ମନେ ପକାଉଛନ୍ତି

କିଛି ମଧ୍ୟ ହେଇପାରନ୍ତି ଅଜଣା

କିଛି ମଧ୍ୟ କରୁଛନ୍ତି ବିରକ୍ତିପ୍ରକାଶ

କିଛି ମୋ ଅପେକ୍ଷାରେ ଅଛନ୍ତି

କିଛି ମୁଁ ଅପେକ୍ଷାରେ କରିଛି

କିଛି ଠିକ୍, କିଛି ମଧ୍ୟ ଭୁଲ୍

କିଛି ଭୁଲ୍ ହୋଇଥାଏ ତ କ୍ଷମାକରିଦେବ ଆଉ କିଛି ଭଲ ଲାଗେ ତ ମନେ ପକାଇବେ।


Balaram Tarai

9937014646

9938962872



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍