STORYMIRROR

ଵଳରାମ ତରାଈ

Others

3  

ଵଳରାମ ତରାଈ

Others

କାଳିଆର ଭାବ

କାଳିଆର ଭାବ

1 min
576



ହ୍ରୁଦୟର ଲୁହ ,ହ୍ରୁଦୟେ ଲିଭୁଛି......

କିଏ ବା ବୁଝିବ କହରେ କାଳିଆ

କିଏ ବା ବୁଝିବ ମୋ ଦୁଃଖ ...

ହେ ଚକାଆଖି,ହେ ଚକାଆଖି

ତୋ ପାଖେ କି ରସ ଅଛି

କହ ରେ କାଳିଆ.


ଯାଦୁ କଲା ପରି ଲାଗିଲା ମୋ ଡୋରି

ତୋର ମୋର ଭାବ.

ଭାବ କିଏ ବା କଣ ବୁଝିବ

ଆମ ଭିତରେ ଥାଉ...

ମୁଁ ମହା ଦୁ8ଖି

ତୁ ମହା ବାହୁ

ସତରେ ବନ୍ଧା ତୁ ଭାବ ବିନୋଦିଆ କଳାଠାକୁର

ତୋ ଶ୍ରୀ ମନ୍ଦିରେ ସତେ କି ମୋ ପାଦ ପଡିବ

ଧନ୍ୟ ହେବି ମୁଁ,

ଧନ୍ୟ ହେବ ମୋ ଆତ୍ମା

ଲଗେଇ ଦେରେ ଡୋରି

ଯିବି ମୁଁ ପୁରୀ

ଆଉ କରିବୁନି ଡେରି,

ତୋ ଶ୍ରୀ ମୂଖ କୁ ଦର୍ଶନ ମୁଁ କରି

ତୋ ବଡ ପଣ୍ଡା ଠାରେ

ଭୋଗ ମୁଁ କରି...

ଆନନ୍ଦ ବଜାରେ ପ୍ରସାଦ ମୁଁ ସାରି

ତୋର ନାମ ଧରି

ବାଇଶି ପାହାଚ ଯିବି ମୁଁ ବାହାରି

ତୋ ମୁକ୍ତି ମଣ୍ଡପ,ତୋ କଳ୍ପବଟ ପାଖେ

ଠିଆ ହୋଇ ତୋ ନିଳ ଚକ୍ର ଦେଖୁଥିବି

ମୋ ଧନ ମାଗୁଛି

ମାଗୁଛି ଶରଧା ବାଲିରୁ ଟିକେ

ତୋ ସ୍ବର୍ଗ ଦ୍ବାର ରେ ଜୂଇ ଜଳାଇବୁ ସତେ

ଏତିକି ମୋ ଅଳି କାଳିଆ ରେ

ଏତିକି ମୋଅଳିା

ଜୟ ଜଗନ୍ନାଥ ା

💐ଲେଖକ-ବଳରାମ ତରାଇ, ଖୋର୍ଦ୍ଧା ଫୋନ-9937014646💐


Rate this content
Log in