STORYMIRROR

ଵଳରାମ ତରାଈ

Others

2  

ଵଳରାମ ତରାଈ

Others

କାଳିଆ ଠାକୁର

କାଳିଆ ଠାକୁର

1 min
207


କାଳିଆ ବଡ ଠାକୁର ବଡ ଦେଉଳ

ହେ କାଳିଆ ହେ କଳିଆ।

ତୋପରି ଠାକୁର ନାହିଁରେ କାଳିଆ

ହେ କାଳିଆ ହେ କାଳିଆ।


ତୋପରି ଦେଉଳ ନାହିଁରେ କାଳିଆ

ହେ କାଳିଆ ହେ କାଳିଆ।


ତୋପାଖେ ଛପନ କୋଟି ଭୋଗରେ

ନିତି ଭୋଗ ଲାଗଇ।

ତୋ ଟଙ୍କତୋରାଣି ଯେତେ ପିଇଲେ

ଅମୃତ ପରି ଲାଗଇ।


ତୋପରି ଭାଇଭଉଣୀର କେଉଁ ସ୍ନେହ 

କୋଉଠି ମୁଁ ଦେଖିନାହିଁ।

ଛପନ କୋଟି ରୁ ଜେତେ ଖାଉଛନ୍ତି 

କେବ ସରି ନାହିଁ।


ବାଇଶିପାହାଚ ମୋ ପାଦ ପଡିଲେ

 ପାପ ଯାଏ ଦୂରେଇ

ତୋ ବଡ ଦେଉଳ ତେତିଶି କୋଟି

 ଦେବଙ୍କ ବାସ ଅଟଇ।


ପତିତପାବନ ବାନା ହୋଇ ଜଗତକୁ

ଜଗତକୁ ରକ୍ଷା କରୁ ଥାଇ।

ତୋ ନୀଳଚକ୍ର କୁ ଯେଉଁଠୁ ଦେଖିଲେ

ନୀଳଚକ୍ର ଦିଶୁଥାଇ।


ତୋ ରତ୍ନ ଭଣ୍ଡାର ମୋତି ହୀରା ମାଣିକ 

ଦାଉ ଦାଉ ଦିସୁଥାଇ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍