STORYMIRROR

ଵଳରାମ ତରାଈ

Others

3  

ଵଳରାମ ତରାଈ

Others

କାଳିଆ ବଡ ଠାକୁର

କାଳିଆ ବଡ ଠାକୁର

1 min
295

କାଳିଆ ବଡ ଠାକୁର

କାଳିଆ ତୋପରି ଠାକୁର ନାହିଁରେ କାଳିଆ

ତୋପରି ଦେଉଳ ନାହିଁରେ କାଳିଆ

ବୋଲୁ ଥିଲେ ସରେ ନାହିଁ

ତୋପାଖେ ଛପନ କୋଟି ଭୋଗରେ

କାଳିଆ କହୁଥିଲେ ସରେନାହିଁ

ତୋ ଟଙ୍କତୋରାଣି ଯେତେ ପିଉଥିଲେ,ଅମୃତ ପରି ଲାଗଇ

ତୋପରି ଭାଇଭଉଣୀର କେଉଁ ମନ୍ଦିରେ ମୁଁ ଦେଖିନାହିଁ।

ତୋ ବାଇଶିପାହାଚ ମୋପାଦ

ପଡିଲେ ମୋ ପାପ ଯାଏ ଦୂରେଇ

ତୋବଡ ଦେଉଳ ତେତିଶି କୋଟି 

ଦେବଙ୍କ ବାସ ଅଟେ

ତୋ ପତିତପାବନ ସାରା ଜଗତକୁ

ରକ୍ଷା କରୁ ଥାଉ।

ତୋ ନୀଳଚକ୍ର କୁ ଯେଉଁଠୁ ଦେଖିଲେ

ନୀଳଚକ୍ର ଦିଶୁଥାଇ।

ତୋ ରତ୍ନ ମୋତି ହୀରା ମାଣିକ କୁ

ଜଗି ରହିଛନ୍ତି ଲୋକନାଥ।


ବଳରାମ ତରାଇ

ଖୋର୍ଦ୍ଧା ଜିଲ୍ଲା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍