STORYMIRROR

ଵଳରାମ ତରାଈ

Others

4  

ଵଳରାମ ତରାଈ

Others

ଜୟ ମାତ ମହାଲକ୍ଷ୍ମୀ

ଜୟ ମାତ ମହାଲକ୍ଷ୍ମୀ

1 min
709


 ଜୟ ମା ମହାଲକ୍ଷ୍ମୀ ଜଗତ ଜନନୀ

ତିନିଲୋକେ ତୁମେ ଲକ୍ଷ୍ମୀ ଠାକୁରାଣୀ


ଜୟ ସିନ୍ଧୁମାତା ଜୟ ମହାଲକ୍ଷ୍ମୀ ମା

 ଶୀକ୍ଷେତ୍ର ବାସିନୀ ଲକ୍ଷ୍ମୀ ଠାକୁରାଣୀ


ଦାରିଦ୍ର୍ୟ ନାସିନ ଧନ ବିଳାସିନୀ ମା

 ଶୀକ୍ଷେତ୍ର ବାସିନି 

ଜୟ ମା କମଳା ଜୟ ଜଗତ ହିତା

 ଦୁଖଃ ରଖି ମାନଙ୍କର ତୁ ସାହା


ସାଗର ମନୃନ ରୁ ହୋଇଲ ଜାତ

ଲକ୍ଷ୍ମୀ ମାତା ତୋର

ନାମ ତୁମର ମା ଲକ୍ଷ୍ମୀ ମାତ

ବିଷ୍ଣୁଙ୍କ ଘରଣୀ କବଲ ଧାରିଣି


ଷାଠିଏ ପଉଠି ରାନ୍ଦୁଛ ତୁମେ

ପରଶୁଛ ତୁମେ ଅମୁତ ହସୃ


ନିଳାଚଳ ଧାମେ ହୋଇଲ ଜଗତଜିତା    

ତମ ବିନା ଜଗନ୍ନାଥ ଏକା


ରୋଷେଇ କରୁଛ କଳା ହାଣ୍ଡିରେ   

  ଲାଗେନି ଚମତ୍କାର କଲ ପୁଣି

  

ତଳ ହାଣ୍ଡି ଥିବ ଉପର ଆଗ ହୋଇବ

ବିଚିତ୍ର ଲୀଳା ମା ଲକ୍ଷ୍ମୀ ମା


ଯେତେ ଭକ୍ତ ଆସିଲେ ଅଭଡ଼ା  

 ଯେତେ ସେବନ କଲେ ସରେ ନାହିଁ 


ଟଙ୍କ ତୋରାଣି ଯୋ ମଜାଲୋ

ଜୟ ମା ଲକ୍ଷ୍ମୀଠାକୁରାଣୀ


ସମୁଦ୍ରରୁ ଜାତ ହେଲ ମାତ

ପୁରୀର ଦାରିଦ୍ର୍ୟ କଲ ଦୂର


 ଶ୍ରୀୟା ଚଣ୍ଡାଳୁଣୀ ଜାତିରେ ଚଣ୍ଡାଳ

  ପୂଜିଥିଲା ଭକ୍ତି ପୟର


ନଗରେ ତା ଘର ଭକ୍ତି ତାହାର

ଗୁରବାର ପଡିଥିଲା ସେ ଦିନର


ଚଣ୍ଡାଳୁଣୀ ପୂଜା ଭକ୍ତି ରେ ପ୍ରସନ୍ନ

 ଜାଚି ତାକୁ ଅନେକ ବର ଦେଲ


ସେହିଦିନୁ ପୁଜା ପାଏ ଗୁରବାର 

ଲକ୍ଷ୍ମୀଙ୍କର ପିୟ ବାର




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍