ଜୟ ଜଗନ୍ନାଥ
ଜୟ ଜଗନ୍ନାଥ
1 min
952
ଜୟ ଜଗନ୍ନାଥ-ବଳରାମ ତରାଇ
ଜୟ ଜଗନ୍ନାଥ ଓଡ଼ିଆ ମଉଡ଼ମଣି
ଓଡିଆଙ୍କ ବଡ଼ ଠାକୁର
ଓଡ଼ିଶାର ବଡ଼ ଦେଉଳ
ତୁମ ବାନା ବଡ଼ ବାନା
ତୁମ ଷାଠିଏ ପଉଠି ଭୋଗ ବଡ଼ ଭୋଗ
ତୁମ ଦାଣ୍ଡ ବି ବଡ଼ ଦାଣ୍ଡ କୁହଁନ୍ତି
ତୁମ ବଡ଼ ଯାତ୍ରା ରଥ ଯାତ୍ରା
କେତେ ଲୀଳା କରୁଛ
ନବକଳେବର ରେ ନୂଆ କଲ ସବୁ
ନାମ ତୁମ ଅନନ୍ତ କୋଟି
ତୁମ ରଥ ସବୁ ତ ମହାନ
ତୁମେ ସମ୍ପଦ ଜଗନ୍ତି ସ୍ୱୟଂ ଲୋକନାଥ
ମୁଁ ଏତେ ମୂର୍ଖ
ନା କବି ନା ଲେଖକ
ତମ ଆଶୀର୍ବାଦ ରୁ ଲେଖେ
ବଳରାମ ଭକ୍ତ---
ବଳରାମ ତରାଇ
ଖୋର୍ଦ୍ଧା ମୋ -୯୯୩୭୦୧୪୬୪୬
