ଜୋସ୍ନା ଭରା ଜହ୍ନ
ଜୋସ୍ନା ଭରା ଜହ୍ନ
1 min
7
ଜହ୍ନ ର ଜୋତ୍ସ୍ନା ରେ ଭିଜିଗଲ ତୁମେ
ଶୀତଳ ପରଶ ପାଇ
ସେଇ ପରସ ଯେ ରାତିସାରା ଥାଏ
ପାଇବାର ଇଛା ହେଇ ।
ଇଛା ଥାଏ ଖାଲି ରାତିସାରା ବସି
ଦେଖୁଥିବି ସ୍ୱପ୍ନ କିଛି
ସେଇ ସ୍ୱପ୍ନ କେବେ ପୂରଣ କରିବି
ମନରେ ମୋ ଇଛା ଅଛି ।
ମନରେ ମୋହର କେତେ କଥା ଅଛି
ସବୁ କଥା ନୋହେଁ ସତ
ସତ ନୋହେଁ ସେତ ମୋ ପରିକଳ୍ପନା
ବସିଥାଉ ଆମେ ମିତ ।
