Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Prakash Kumar Chand

Others Tragedy

3  

Prakash Kumar Chand

Others Tragedy

ଜିଅନ୍ତା ଶଵ

ଜିଅନ୍ତା ଶଵ

1 min
6.8K


ଭଲପାଇ ଯଦି ଭୁଲିବାର ଥିଲା

କାହିଁ ପାଉଥିଲୁ ଭଲ

ଭୁଲିଯାଇ ତୁହି ଖୁସିରେ ରହିଛୁ

ମୁଁ ଯେ ହୁଏ କଲବଲ । ।

କେମିତି ଭୁଲିବି ପୁରୁଣା ଦିନକୁ

ଗୋଟି ଗୋଟି ପଡେ ମନେ

ନିଆଁ ନଥାଇ ମୋ ହୃଦୟ ଜଳୁଛି

ଜାଣିଲୁ ନାହିଁ ତୁ ଦିନେ

ଜିଅନ୍ତା ଶବଟେ କରି ଚାଲିଗଲୁ

ବୁଝିଲୁନି ମୋର ମୂଲ । ।।

ଭଲପାଇ ଯଦି.....

ବିଶ୍ଵାସରେ ମୋର ବିଷ ଭରିଦେଲୁ

ଦେଲୁ ଏତେ ବଡ଼ ଶାସ୍ତି

ଏମିତି ଜାଳିଲୁ ଦେହ ସହୁନାହିଁ

କେମିତି ସହିଵ ଛାତି

ଏତିକି କହିବି ଯଉଠିଁ ଥାଆ ତୁ

ଚଲା ବାଟେ ଝରୁ ଫୁଲ । ।।

ଭଲ ପାଇ ଯଦି.....

ପ୍ରକାଶ କୁମାର ଚାନ୍ଦ

ଜୟପୁର ଶାସନ ପିପିଲି ପୁରୀ

୯୮୫୩୩୫୪୯୩୮.୭୦୦୮୯୨୫୯୫୪


Rate this content
Log in